Blog

ଭୁବନେଶ୍ୱର, କଟକ, ଓ ନିଆଳୀରେ ଅନଲାଇନ୍ ସପିଙ୍ଗ ୱେବ୍ ସାଇଟ୍ ‘‌‌‌ବିଗ୍ ବି ଫ୍ରେସ୍ ଷ୍ଟୋର ଡ଼ଟ୍ କମ୍ https://BigBFreshStore.com’

ଭୁବନେଶ୍ୱର : ବୈଷ୍ଣବୀ ନେକ୍ସସ ପ୍ରା. ଲି. ପକ୍ଷରୁ ଭୁବନେଶ୍ୱର, କଟକ, ଓ ନିଆଳୀରେ ଅନଲାଇନ୍ ସପିଙ୍ଗ ୱେବ୍ ସାଇଟ୍ ‘‌‌‌ବିଗ୍ ବି ଫ୍ରେସ୍ ଷ୍ଟୋର ଡ଼ଟ୍ କମ୍’ର ଶୁଭାରମ୍ଭ ହୋଇଯାଇଅଛି । ଏହି ଅନଲାଇନ୍ ସପିଙ୍ଗ ୱେବ୍ ସାଇଟ୍ https://BigBFreshStore.com ରେ ଆପଣମାନେ ଫ୍ରେସ୍ ଚିକେନ୍, ମାଛ, ଅଣ୍ଡା, ଫଳ ଏବଂ ପନିପରିବା ଠାରୁ ଆରମ୍ଭ କରି ତେଜରାତି, ଦୁଗ୍ଧଜାତୀୟ ପଦାର୍ଥ, ବ୍ୟକ୍ତିଗତ ଆବଶ୍ୟକ ଜିନିଷ ଏବଂ ଘରୋଇ ଉପକରରଣ ଭଳି ଅନ୍ୟାନ୍ୟ ପଦାର୍ଥର ଏକ ବିସ୍ତୃତ ଶୃଙ୍ଖଳ ପାଇପାରିବେ । ଯାହା ଗ୍ରାହକଙ୍କୁ ‘ୱାନ-ଷ୍ଟପ ସପିଙ୍ଗ’ର ଅନୁଭବ ପ୍ରଦାନ କରୁଅଛି ।

ଗ୍ରାହକଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରୁଥିବା ‘ବିଗ୍ ବି ଫ୍ରେସ୍ ଷ୍ଟୋର’ ସୁନିଶ୍ଚିତ ୫ ପ୍ରତିଶତ ରିହାତି ପ୍ରଦାନ କରୁଅଛି ୧୪୯୯ ଟଙ୍କାର କ୍ରୟ ଉପରେ ଏହା ସହିତ ୧ କିଲୋ ଚିନିକୁ ସର୍ବନିମ୍ନ ୧୯ ଟଙ୍କାର ଆକର୍ଷଣୀୟ ରିହାତିରେ ପ୍ରଦାନ କରୁଛି । ଏହା ସହ ଦୈନିକ ଫଳ/ପନିପରିବା ଏବଂ ଷ୍ଟାପଲ ଉପରେ ସର୍ବନିମ୍ନ ମୂଲ୍ୟ ପ୍ରଦାନ କରିଥାଏ ।

Leave a Reply

Your email address will not be published. Required fields are marked *